ନିଃଶବ୍ଦ
ଦେଖଣା
ନିଃଶବ୍ଦ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିଃ+ଶବ୍ଦ)
[ସମ୍ପାଦନା]- ୧. ନୀରବ —୧. Silent; stil.
- ୨. ଯେଉଁ ସ୍ଥାନରେ କୌଣସି ଶବ୍ଦ ନ ଥାଏ — ୨. Still (place).
- ୩. ଯେଉଁ ମନୁଷ୍ୟ ବା ଜୀବ କୈଣସି ଶବ୍ଦ ନ କେର — ୩. Quiet (person); silent.
ସଂସ୍କୃତ - କ୍ରି. ବିଶେଷଣ - (ନିଃଶଙ୍କ)
[ସମ୍ପାଦନା]ନୀରବରେ — Silently; noiselessly.