ନିଆଁ

ଉଇକିଅଭିଧାନ‌ରୁ

ନିଆଁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଅଗ୍ନିର ବିପର୍ଯ୍ୟସ୍ତରୂପ ଗ୍ନିଅ, ଗ୍ନିଅରୁ ନିଆଁ, ନିଆଁ)[ସମ୍ପାଦନା]

୧. ଅଗ୍ନି —୧. Fire.
୨. (ଗାଳିରେ ବ୍ୟବହୃତ) ଅଗ୍ନିଦ୍ୱାରା ନଷ୍ଟ ଅବସ୍ଥା — ୨. Burnt or spoiled condition

[ଯଥା— ତୋ ମୁହଁରେ ନିଆଁ]

୩. କ୍ରୋଧାଗ୍ନି —୩. Anger (compared with fire).
୪. ବିବାଦାଗ୍ନି —୪. Fiery dispute.
୫. କ୍ଷୁଧାଗ୍ନି —୫. Very acute hunger.
୬. ଅତ୍ୟାଚାରିତ ବ୍ୟକ୍ତିର ହୃଦୟରୁ ଉଠିବା ଅଭିଶାପ — ୬. Imprecations uttered by an oppressed person.
୭. ଅଶାନ୍ତି — ୭. Want of tranquility.
୮. ସର୍ବନାଶ — ୮. Riun
୯. ଚିତାଗ୍ନି — ୯. Cremation fire.

ବିଶେଷଣ[ସମ୍ପାଦନା]

୧. ଅଗ୍ନିପରି ପ୍ରଚଣ୍ଡ — ୧. Firey.
୨. କ୍ରୁଦ୍ଧ — ୨. Angry.

[ଉଦାହରଣ— ଯୁଆଁଇଁକି ନିଆଁ ହୋଇଣ ଯୁଦ୍ଧେ କାଣ୍ଡ ବିନ୍ଧ ମୁଣ୍ଡ କାଟିଲା ହେଲା ଗଣ୍ଡ — କୃଷ୍ଣସିଂହ. ମହାଭାରତ ଦ୍ରୋଣ]

୩. ଅଗ୍ନିଦଗ୍ଧ — ୩. Burnt.
୪. ଉତ୍ତପ୍ତ — ୪. Heated.
୫. ଉତ୍ତେଜିତ — ୫. Irritated.
୬. (ଗାଳିରେ ବ୍ୟବହୃତ) ସମ୍ପୂର୍ଣ୍ଣରୂପେ ନଷ୍ଟ — ୬. Ruined; utterly spoiled.