ନିଉଞ୍ଛେଇବା

ଉଇକିଅଭିଧାନ‌ରୁ

ନିଉଞ୍ଛେଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ନିଉଞ୍ଛାଳିବା, ନିଉଞ୍ଛିବାଅନ୍ୟରୂପ

ଦେଶଜ - କ୍ରିୟାପଦ -[ସମ୍ପାଦନା]

ନିଉଁଛାଇବା (ଦେଖ) - Niuñchhāibā (See)

୨. ନ୍ୟୁନ କରି ତୁଳନା କରିବା — ୨. To find a thing inferior after comparision.

ବଦନରେ ଚନ୍ଦ୍ର ଦର୍ପଣ ପଦ୍ମ ନିରଞ୍ଛାଇବା ବଦନରେ ଏହି ଉକ୍ତି କି ଆନ କି ଲକ୍ଷ ଦେବା ଭଞ୍ଜ, ବୈଦେହୀଶବିଳାସ