ନିକ
ଦେଖଣା
ବିଶେଷଣ (ଦେଶଜ)
[ସମ୍ପାଦନା]- ସରୁ ଓ ସଫା
- ଭଲ; ଉତ୍ତମ; ସୁନ୍ଦର
- ପରିଷ୍କୃତ
- ଦୋଷଶୂନ୍ୟ
- ସୁସ୍ଥ
- ଅକ୍ଷୁର୍ଣ୍ଣ
- ଅସଲି
- ଅମିଶ୍ର ନିକ
ଉଚ୍ଚାରଣ
[ସମ୍ପାଦନା](ନିକ୍—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ନିକ୍ତ=ସ୍ୱଚ୍ଛ, ନିର୍ମଳ, ନିଷ୍କଳଙ୍କ, ତୁଳ. ପ୍ରା ନିକ୍ୱଳଙ୍କ; ଫାରାସୀ - ନେକ୍= ସୁନ୍ଦର)
[ସମ୍ପାଦନା]- ୧. ସୁର ଓ ସଫା (ଚାଉଳ) — ୧. Fine and clear (rice),
- ୨. ଭଲ; ଉତ୍ତମ; ସୁନ୍ଦର — ୨. Good; fine; nice.
- ୩. ପରିସ୍କୃତ —୩. Neat; clean.
- ୪. ଦୋଷଶୂନ୍ୟ —୪. Faultless.
- ୫. ସୁସ୍ଥ —୫. Hale. healthy.
- ୬. ଅକ୍ଷୂର୍ଣ୍ଣ —୬. Whole; unbroken.
- ୭. ଅସଲି —୭. Genuine.
- ୮. ଅମିଶ୍ର —୮. Unadulterated.