ନିକିଟି ହେବା
ଦେଖଣା
ନିକିଟି ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନିକିଟି ହେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ନେହୁରା ହେବା; ସବିନୟ ପ୍ରାର୍ଥନା କରିବା —To supplicate; to humbly pray for something; to ask for something with great humility.
କେତେ ଯୋଦ୍ଧା ବାଳ ଫିଟାଇ ପଳାଇଲେ କେତେ କୁଟା ଧରିଣ ଦାନ୍ତ ନିକୁଟିଲେ କୃଷ୍ଣସିଂହ. ମହାଭାରତ ଦ୍ରୋଣ