ନିକୁଚ୍ଛ
ଦେଖଣା
ନିକୁଚ୍ଛ
ଉଚ୍ଚାରଣ
[ସମ୍ପାଦନା]ମିକୁଛିଆ, ନିକୋଚ୍ଛ, ନିକୋଛିଆ, ନିକୁତ୍ସଅନ୍ୟରୂପ
ଦେଶଜ - ବିଶେଷଣ - (ସଂସ୍କୃତ - ନିକୃଷ୍ଟ; କୁତ୍ସିତ)
[ସମ୍ପାଦନା]- ୧. ତୁଚ୍ଛ; ହେୟ — ୧. Despicable; mean.
- ୨. ନଗଣ୍ୟ — ୨. Of no value.
ତେବେ କିପାଁ ବ୍ରଜକାନ୍ତା ନିକୁଚ୍ଛ ଜନ ବନିତା ହଇଣ ଉଚ୍ଛିଷ୍ଟ ଅଙ୍ଗ ପ୍ରଭୃତେ ଦେଇ ପ୍ରାଚୀ. ରହସ୍ୟମଞ୍ଜରୀ
- ୩. କୃପଣ; ହୀନଦୃଷ୍ଟିଆ — ୩. Miserly; low; niggardly.
- ୪. ଅନୁଚିତ —୪. Improper.
- ୫. ଅତି ଊଣା —୫. Very little.
ଅତି ନିକୁଛରେ ଦିବେଳତ ଜାତ ଗୋସାଇଁମାନଙ୍କ ମ ଖ ଧଉତ କରାଇବି ଫକୀରମୋହନ. ଗଳ୍ପସ୍ୱଳ୍ପ