ନିକ୍ଵଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ସଂସ୍କୃତବିଶେଷ୍ଯ (ନି+କ୍ଵଣ ଧତୁ=ଶବ୍ଦକରିବା=ଭବ.ଅ)[୧],[୨][ସମ୍ପାଦନା]

  • ବୀଣାଧ୍ଵନି;ତନ୍ତ୍ରୀର ଝଙ୍କାର(Musical note of stringed instrument; the twanging sound of harp)
  • ଧ୍ଵନି
  • ନିନାଦ
  • ଶବ୍ଦ(sound,tune,tone)
  • କିନ୍ନର ପ୍ରଭୃତିଙ୍କ ବୀଣାବାଦନ ଶବ୍ଦ

ଆଧାର[ସମ୍ପାଦନା]

  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ,ପୃଷ୍ଠା-୪୨୮୧
  2. ପ୍ରମୋଦ ଅଭିଧାନ,ପୃଷ୍ଠା୧୪୨୨