Jump to content

ନିକ୍ଷା

ଉଇକିଅଭିଧାନ‌ରୁ

ନିକ୍ଷା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ନିଶ୍ ଧାତୁ=ଲାଗି ରହିବା+କର୍ତ୍ତୃ. ଅ+ଆ; କିମ୍ୱା ନିକ୍ଷ୍ ଧାତୁ+କର୍ତ୍ତୃ. ଅ+ଆ)

[ସମ୍ପାଦନା]
୧. ନିଖ; ଉକୁଣିର ଡିମ୍ୱ — ୧. The egg of louse; a nit.
୨. ଉକୁଣି —୨. Louse.