ନିଖିଏ

ଉଇକିଅଭିଧାନ‌ରୁ

ନିଖିଏ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନିକ୍ଷା)[ସମ୍ପାଦନା]

ଅତି ସାମାନ୍ୟ ପରମାଣ — A particle; very small quantity.

ବିଶେଷଣ -[ସମ୍ପାଦନା]

ଅତି ସାମାନ୍ୟ —Very little; a bit of; a particle of; minute.

ଟିକିଏ ନିଖିଏ ବଥାକୁ ଏତେ ବଡ଼ କରିବା ନ୍ୟାୟ ଢଗ

କ୍ରି. ବିଶେଷଣ -[ସମ୍ପାଦନା]

ଅତି ସାମାନ୍ୟ ପରିମାଣରେ —Minutely.

[ଦ୍ରଷ୍ଟବ୍ୟ —ଏହି ଶବ୍ଦ ଟିକିଏ ଶବ୍ଦ ପରେ ସହଚର ରୂପେ ବ୍ୟବହୃତ ହୁଏ; ଟିକିଏ ନିଖିଏ]