ନିଗୂଢ଼ ସତ୍ୱ

ଉଇକିଅଭିଧାନ‌ରୁ

ନିଗୂଢ଼ ସତ୍ୱ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ - (କଚିରିଆ)[ସମ୍ପାଦନା]

ସମ୍ପୂର୍ଣ୍ଣ ସ୍ୱତ୍ୱ — Absolute title

(ଯଥା—ଏ ଜମିରେ ପ୍ରତିବାଦୀ ବାର ବର୍ଷରୁ ଊର୍ଦ୍ଧ୍ୱ କାଳ ନିର୍ବିରୋଧ ଦଖଲକାର ଥିବାରୁ ତହିଁରେ ତାହାର ନିଗୂଢ଼ ସତ୍ୱ ଉଦ୍ଭବ ହୋଇଅଛି)