Jump to content

ନିଘନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ବିଶେଷଣ (ଦେଶଜ)

[ସମ୍ପାଦନା]
  • ଘନିଷ୍ଟ ସମ୍ପର୍କୀୟ
  • ଘନ ନିବିଡ଼; ଘଞ୍ଚ
  • ମୋଟ; ସ୍ଥୂଳନିଘନ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଘନ)

[ସମ୍ପାଦନା]
୧. ଘନିଷ୍ଠ ସମ୍ପର୍କୀୟ — ୧. Closely related.

ଶ୍ୟାମ ସାହୁ ବିଦେଇର ନିଘନ ମଳାଶୁର ଫକୀରମୋହନ. ଗଳ୍ପସ୍ୱଳ୍ପ


୨. ଘନ ନିବିଡ଼; ଘଞ୍ଚ —୨. Dense.

ନବଘନ ରଚିର ନିଘନ କେଶ ମୋର ପ୍ରାଚୀ. ରସବାରିଧି

୩. ମୋଟ; ସ୍ଥୂଳ —୩. Thick.

ସସଞ୍ଚ ଅଂଘ୍ରି ଚାରୁ ଉର ନିଘନ ଜାନୁ ଶୋଭାକର ଜଗନ୍ନାଥ, ଭାଗବତ

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -

[ସମ୍ପାଦନା]

ଅତି ନିକଟ ସମ୍ପର୍କ — Close relationship.