ନିଘୋଡ଼

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ବିଶେଷଣ (ଦେଶଜ)[ସମ୍ପାଦନା]

  • ଅନାଚ୍ଛାଦିତ
  • ଅରକ୍ଷିତ
  • ନିଘନ; ପୂର୍ଣ୍ଣ
  • ଗାଢ଼

ବିଶେଷଣ (କ୍ରିୟା)[ସମ୍ପାଦନା]

  • ଗଭୀରରୂପେ; ଅତ୍ୟନ୍ତନିଘୋଡ଼

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଅନାଚ୍ଛାଦିତ — ୧. Uncovered.
୨. ଅରକ୍ଷିତ —୨. Unprotected.
୩. ନିଘନ; ପୂର୍ଣ୍ଣ —୩. Full.

ଚତୁର୍ଥ ପାବଚ୍ଛ ଗୋଟା ନିଘୋଡ଼ ଅନାମିକା—ପ୍ରାଚୀ. ବ୍ରହ୍ମନିରୁପଣ ଗୀତା

୪. (ସଂସ୍କୃତ - ଗାଢ଼, ଘୋର)—ଗାଢ଼ (ନିଦ) — ୪. Deep (slumber); profound.

କ୍ରି. ବିଶେଷଣ -[ସମ୍ପାଦନା]

ଗଭୀରରୂପେ; ଅତ୍ୟନ୍ତ —Profoundly.