Jump to content

ନିଚିପଡ଼

ଉଇକିଅଭିଧାନ‌ରୁ

ନିଚିପଡ଼

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ପ୍ରାଦେଶିକ - (ପୁରୀ)ବିଶେଷଣ -

[ସମ୍ପାଦନା]
୧. ନିଶ୍ଚିନ୍ତ —୧. At ease.
୨. ସ୍ୱଚ୍ଛନ୍ଦ —୨. Comfortable.
୩. ପରିଷ୍କୃତ ପରିଚ୍ଛନ୍ନ —୩. Neat and clean.

ଘରେ ସାବୁନ ଲଗାଇ ପହରେ କାଳ ନିଚିପଡ଼ ହୋଇ ଗାଧୁଆ ପାଧୂଆ ସାରି ଜଳଖିଆଟାଏ କଲେ—ପୀତାମ୍ୱରୀ. କାନ୍ତଭାବାବୁ