ନିଜଦିଆ
ଦେଖଣା
ନିଜଦିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -
[ସମ୍ପାଦନା]କୃଷକମାନଙ୍କର ସର୍ବ ପ୍ରଥମେ ବର୍ଷର ପାଚିଲା ଧାନ କାଟି ଘରକୁ ଆଣିବା ଉପଲକ୍ଷରେ ଅନୁଷ୍ଠିତ ଉତ୍ସବବିଶେଷ —A feast observed by cultivators on the first day when they bring the year's ripe paddy home.
[ଦ୍ରଷ୍ଟବ୍ୟ —ଧାନ ପାଚିବାର ଦେଖାଗଲେ ସେ ଦିନ କିମ୍ୱା ଯେଉଁ ଦିନ କୃଷକ ପ୍ରଥମେ ଧାନ କାଟି ଘରକୁ ଆଣେ ସେ ଦିନ ସେହି ନୂଆ ଧାନର ଚାଉଳରେ କ୍ଷୀରୀ କରି କୃଷକ ପରିବାରର ସମସ୍ତେ ଖାଆନ୍ତି]