ନିଜଦିଆ

ଉଇକିଅଭିଧାନ‌ରୁ

ନିଜଦିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -[ସମ୍ପାଦନା]

କୃଷକମାନଙ୍କର ସର୍ବ ପ୍ରଥମେ ବର୍ଷର ପାଚିଲା ଧାନ କାଟି ଘରକୁ ଆଣିବା ଉପଲକ୍ଷରେ ଅନୁଷ୍ଠିତ ଉତ୍ସବବିଶେଷ —A feast observed by cultivators on the first day when they bring the year's ripe paddy home.

[ଦ୍ରଷ୍ଟବ୍ୟ —ଧାନ ପାଚିବାର ଦେଖାଗଲେ ସେ ଦିନ କିମ୍ୱା ଯେଉଁ ଦିନ କୃଷକ ପ୍ରଥମେ ଧାନ କାଟି ଘରକୁ ଆଣେ ସେ ଦିନ ସେହି ନୂଆ ଧାନର ଚାଉଳରେ କ୍ଷୀରୀ କରି କୃଷକ ପରିବାରର ସମସ୍ତେ ଖାଆନ୍ତି]