ନିଜୋର

ଉଇକିଅଭିଧାନ‌ରୁ

ନିଜୋର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ନିର୍ଜୋର; ନିଜୋରିଆ—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ନିର୍+ଆରବୀ - ଜୋର୍)[ସମ୍ପାଦନା]

୧. ନିର୍ବଳ; ବଳ— ହୀନ; ଦୁର୍ବଳ —୧. Powerless; weak.
୨. ଅସମର୍ଥ —୨. Unable.