ନିଜ୍ଜନ
ଦେଖଣା
ନିଜ୍ଜନ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ନିର୍ଜନ)
[ସମ୍ପାଦନା]- ୧. ବିଜନ; ଜନଶୂନ୍ୟ —୧. Solitary.
- ୨. ନିସ୍ତବ୍ଧ; ନିରବ —୨. Silent; quiet.
ନିଜ୍ଜନ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ନିର୍ଜନ; ପ୍ରା. ନିଜ୍ଜନ)
[ସମ୍ପାଦନା]ନିର୍ଜନ (ଦେଖ) - Nirjana (See)
ନିଜ୍ଜନ ନିକୁଞ୍ଜେ ନିଶି ଅନ୍ଧାରେ ଗୃହ ତେଜି ହେଲି ବାହାର—ପ୍ରାଚୀ. ରସବାରିଧି