Jump to content

ନିଟ୍

ଉଇକିଅଭିଧାନ‌ରୁ

ନିଟ୍

ଉଚ୍ଚାରଣ

[ସମ୍ପାଦନା]

(ନିଟୀ—ଅନ୍ୟରୂପ)

  • (file)
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ ନେଟ୍, ତୁଳ.ସଂସ୍କୃତ - ନିଷ୍ଠା)

[ସମ୍ପାଦନା]
୧. ହାରାହାରି; ଖରଚାଆଦି ବାଦ୍ ବଳି ପଡ଼ିଥିବା — ୧. Nett.
୨. ନିଶ୍ଚିତ —୨. Certain.
୩. (ଇଂରାଜୀ - ନୀଟ୍) ଠିକ୍; ଯଥାର୍ଥ — ୩. Exact; neat.