ନିଠା
Appearance
ନିଠା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନିଟେଈ, ନିଠେଈସ୍ତ୍ରୀ
(ନିଟା, ନିଠୁଆ—ଅନ୍ୟରୂପ)
ଦେଶଜ - ବିଶେଷଣ - ପୁଂ.
[ସମ୍ପାଦନା]- ୧. ଯେ ଦାନ୍ତ ଚିପିକରି କଥା କହେ — ୧. One who speaks by shutting the teeth.
- ୨. (ନିନ୍ଦାସୂଚକ) ଯେ ସବୁ କଥା ତନ୍ନ ତନ୍ନ କରି ଦେଖେ —୨. Fastidious; through-going; unduly scrupulous; over-nice.
- ୩. ମଠୁଆ; ଅଳସୁଆ; ଦୀର୍ଘସୂତ୍ରୀ — ୩. Lazy; slow; tardy.
ଗ୍ରାମ୍ୟ - ବିଶେଷ୍ୟ - (ସ. ନିଷ୍ଠା)
[ସମ୍ପାଦନା]ନିଷ୍ଠା; ଅଧ୍ୟବସାୟ — Devotion; perseverance.
ପ୍ରାଦେଶିକ - (ସମ୍ୱଲପୁର) ବିଣରବିଶେଷଣ -
[ସମ୍ପାଦନା]- ୧. ଅତି; ଅତ୍ୟନ୍ତ — ୧. Very; much.
(ଯଥା—ନିଠା ବିଲାମ୍ ହେଲା ନେ=ଅତ୍ୟନ୍ତ ବିଳମ୍ୱ ହେଲାଣି)
- ୨. ଅତ୍ୟଧିକ —୨. Excessively.