Jump to content

ନିଠା

ଉଇକିଅଭିଧାନ‌ରୁ

ନିଠା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ନିଟେଈ, ନିଠେଈସ୍ତ୍ରୀ

(ନିଟା, ନିଠୁଆ—ଅନ୍ୟରୂପ)

ଦେଶଜ - ବିଶେଷଣ - ପୁଂ.[ସମ୍ପାଦନା]

୧. ଯେ ଦାନ୍ତ ଚିପିକରି କଥା କହେ — ୧. One who speaks by shutting the teeth.
୨. (ନିନ୍ଦାସୂଚକ) ଯେ ସବୁ କଥା ତନ୍ନ ତନ୍ନ କରି ଦେଖେ —୨. Fastidious; through-going; unduly scrupulous; over-nice.
୩. ମଠୁଆ; ଅଳସୁଆ; ଦୀର୍ଘସୂତ୍ରୀ — ୩. Lazy; slow; tardy.

ଗ୍ରାମ୍ୟ - ବିଶେଷ୍ୟ - (ସ. ନିଷ୍ଠା)[ସମ୍ପାଦନା]

ନିଷ୍ଠା; ଅଧ୍ୟବସାୟ — Devotion; perseverance.

ପ୍ରାଦେଶିକ - (ସମ୍ୱଲପୁର) ବିଣରବିଶେଷଣ -[ସମ୍ପାଦନା]

୧. ଅତି; ଅତ୍ୟନ୍ତ — ୧. Very; much.

(ଯଥା—ନିଠା ବିଲାମ୍ ହେଲା ନେ=ଅତ୍ୟନ୍ତ ବିଳମ୍ୱ ହେଲାଣି)

୨. ଅତ୍ୟଧିକ —୨. Excessively.