ନିତ୍ୟାନି
ଦେଖଣା
ନିତ୍ୟାନି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]=== ଦେଶଜ - ଅ. (ସଂସ୍କୃତ - ନିତ୍ୟ)
ପ୍ରତିଦିନ — Every day.
ବିଶେଷଣ -
[ସମ୍ପାଦନା]ପ୍ରତିଦିନ ଘଟୁଥିବା — Occuring daily.
===ପ୍ରାଦେଶିକ - (ପୁରୀ ଓ ଗଡ଼ଜାତ) ବିଶେଷ୍ୟ -
ଦୁଧ —Milk.
[ଦ୍ରଷ୍ଟବ୍ୟ —ଦୁଗ୍ଧକୁ ପୁରୀରେ ଦୁଧ ନ କହି 'ନିତ୍ୟାନି', 'କ୍ଷୀର' ଓ ଗଡ଼ଜାତରେ 'ନିତ୍ୟାନି', 'କ୍ଷୀର', 'ଓଖର' 'ନଳାପାଣି' ଆଦି ଶବ୍ଦ ଲୋକେ ବ୍ୟବହାର କରି ଥାଆନ୍ତି ଦୁଧ ଶବ୍ଦ ଗଡ଼ଜାତରେ ସ୍ତ୍ରୀ ସ୍ତନକୁ ବୁଝାଏ]