ନିଦ

ଉଇକିଅଭିଧାନ‌ରୁ

ନିଦ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନି=ନିଶ୍ଚୟ+ଦୋ. ଧାତୁ=ଛେଦନ କରିବା+ କର୍ତ୍ତୃ. ଅ)[ସମ୍ପାଦନା]

ବିଷ —Poison; venom. (M.W.)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନିଦ୍ରା; ପ୍ରା. ନିଦ୍ଦ)[ସମ୍ପାଦନା]

ନିଦ୍ରା; ଶୟନ —Sleep.

[ଦ୍ରଷ୍ଟବ୍ୟ —ଅବସ୍ଥାବିଶେଷରେ ନିଦର ନାନାପ୍ରକାର ନାମ ଅଛି, ଯଥା—କଞ୍ଚା ନିଦ. ଛାଇ ନିଦ. ଘମାଘୋଟ ବା ନିଘୋଡ଼ ନିଦ ଗହମ ନିଦ, ଭାତ ନିଦ ଇତ୍ୟାଦି]