ନିଦର୍ଶନ

ଉଇକିଅଭିଧାନ‌ରୁ

ନିଦର୍ଶନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ନି=ସମ୍ୟକ୍ ବା ନିଶ୍ଚୟରୂପେ+ଦୃଶ୍ ଧାତୁ+ଅଧି ଅନ)[ସମ୍ପାଦନା]

୧. ପ୍ରମାଣ —୧. Proof; evidence.
୨. ଚିହ୍ନ —୨. Sign; jvestige; mark.
୩. ଉଦାହରଣ; ଦୃଷ୍ଟାନ୍ତ —୩. Example; instance; illustration.
୪. ପ୍ରତିରୂପ; ନମୁନା — ୪. Sample; type; specimen.
୫. ଆଦର୍ଶ —୫. Model; pattern.
୬. ଆଜ୍ଞା; ବିଧାନ —୬. Order; ordinance; injuncetion; precept; statute.
୭. ବିବରଣ —୭. Description.
୮. ଦେଖାଇଦେବା —୮. Pointing; showing.
୯. ପ୍ରକଟନ; ଘୋଷଣା କରିବା — ୯. Announcing; proclaming.
୧. ପଦ୍ଧତି; ଯୋଜନା — ୧୦. Scheme; system (M.W.).
୧୧. ଶାସ୍ତ୍ରପ୍ରମାଣ; ପ୍ରାମାଣିକ ଶାସ୍ତ୍ର ବଚନ — ୧୧. Text; authourity; Scripurtal authority (Apte).
୧୨. ଦୃଷ୍ଟି; ଦୃଶ୍ୟବସ୍ତୁଚୟ — ୧୨. View;; sight; vision (Apte)
୧୩. କଥିତ ପ୍ରତିଜ୍ଞାର ବା ଯୁକ୍ତିର ପ୍ରତିବାଦ — ୧୩. Refutation of a statedd argument (M.W.)
୧୪. ଆର୍ଯ୍ୟ ନ୍ୟାୟାଶାସ୍ତ୍ରରେ ଅନୁମାନର ୫ଟି ଅବୟବ ମଧ୍ୟରୁ ତୃତୀୟ ଅବୟବ (ନିଗମନ ୨ ତଳେ ଟୀକା ଦେଖ) — ୧୪. (logic) Name of the ୩rd member of a complete syllogism.
୧୫. ପୂର୍ବ ଲକ୍ଷଣ; ଶକୁନ — ୧୫. Prognostic; omen (M.W.).

ସଂସ୍କୃତ - ବିଶେଷଣ -[ସମ୍ପାଦନା]

୧. ପ୍ରଦର୍ଶନକାରୀ; ଯେ ଦେଖାଇଦିଏ — ୧. Showing; pointing to.
୨. ଯେ ଶିକ୍ଷାଦିଏ —୨. Teaching.
୩. ପ୍ରକଟନକାରୀ — ୩. Proclaiming; announcing.
୪. ସନ୍ତୋଷବିଧାୟକ; ପ୍ରିୟ — ୪. Suiting; pleasing (Apte).