Jump to content

ନିଦାଇବା

ଉଇକିଅଭିଧାନ‌ରୁ

ନିଦାଇବା

ଉଚ୍ଚାରଣ

[ସମ୍ପାଦନା]

(ନିଦାଇ ପଡ଼ିବା—ଅନ୍ୟରୂପ)

ପ୍ରାଦେଶିକ - (ଗଡ଼ଜାତ) କ୍ରି.

[ସମ୍ପାଦନା]
୧. ଶୋଇପଡ଼ିବା — ୧. To fall asleep.
୨. ଘୁମାଇବା — ୨. To doze.
୩. ନିଦ୍ରାସକ୍ତ ହେବା —୩. To feel sleepy.