ନିଧନ

ଉଇକିଅଭିଧାନ‌ରୁ

ନିଧନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ନି+ଧନ୍ ଧାତୁ=ନଷ୍ଟ ହେବା+ଭାବ ଅ)[ସମ୍ପାଦନା]

୧. ମୃତ୍ୟୁ —୧. Death.
୨. ବିନାଶ —୨. Destruction; annihilation.
୩. ଲୋପ —୩. Disappearance.
୪. ଶେଷ; ସମାପ୍ତ —୪. End; finish; conclusion.
୫. କୁଳ —୫. Race; family.
୬. କୁଳର ପ୍ରଧାନ ବ୍ୟକ୍ତି; କୁଳର ଅଧିପତି — ୬. The head of a family.
୭. (ଫଳତ ଜ୍ୟୋତିଷ)—ଲଗ୍ନର ୮ମ ସ୍ଥାନ — ୭. (astrology) The eughth mansion counted from one's Lagna.
୮. (ଫଳିତ ଜ୍ୟୋତିଷ) ଜନ୍ନ ନକ୍ଷତ୍ରର ୭ମ, ଷୋଡ଼ଶ ଓ ତ୍ରୟୋବିଂଶ ନକ୍ଷତ୍ର —୮. (asrology) The ୭th ୧୬th and ୨୩rd asterisms counted from. one's natal asterism.
୯. ବିଷ୍ଣୁ (ହିନ୍ଦୀ - ଶ) —୯. Bishṇu.
୧. ପାଞ୍ଚ ବା ସାତ ଅବୟବ ଯୁକ୍ତ ଅନ୍ତିମ ଅବୟବ (ହିନ୍ଦୀ - ଶ) —୧୦. The concluding passage. the end of a Sāma sung in chorus. (Apte).

ନିଧନତା, ନିଧନତ୍ୱବି

ସଂସ୍କୃତ - ବିଶେଷଣ - (ନି+ଧନ=ଅର୍ଥ; ବହୁବ୍ରୀହି)[ସମ୍ପାଦନା]

ଧନହୀନ; ଦରିଦ୍ର — Poor; indigent.

ନିଧନ ସଙ୍ଗାଳି ଦରଦ୍ରି ପସଲା ଅଭିମନ୍ୟୁ ତଦଗ୍ ଅତିନ୍ତାମଣି

ବିଶେଷ୍ୟ - (ସଂସ୍କୃତ - ନିଦ୍ଧନ)[ସମ୍ପାଦନା]

ଧନାଭାବ; ଧନାହୀନତା Want; poverty; no property.

କଂସାଧନ ଅଧେ ଧନ, ଗୋରୁଧକ ନିଧନ ଢଗ

ପ୍ରାଦେଶିକ - (ଯାଜପୁର)ବିଶେଷଣ -[ସମ୍ପାଦନା]

ଯାହା ଫମ୍ପା ନୁହେଁ; ନିଦା — Solid; which is not hollow inside.

ସାରିରେ ଶୁଆ! କାହା! ହାତରେ ଅଛି ନିଧନ ଗୁଆ ପ୍ରହେଳିକା