ନିପରବାୟ
ଦେଖଣା
ନିପରବାୟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ନିପରେଇ, ନିପରୋଇଅନ୍ୟରୂପ
ବୈଦେଶିକ - ବିଶେଷ୍ୟ - (ଫାରାସୀ - ନାପରବାହୀ)
[ସମ୍ପାଦନା]- ୧. ନିଶ୍ଚିନ୍ତ ହେବାର ଅବସ୍ଥା — ୧. Freedom from anxiety.
- ୨. ଅସାବଧାନତା —୨. Carelessness.
- ୩. ନିର୍ଭୀକତା —୩. Fearlessness.
ବୈଦେଶିକ - ବିଶେଷଣ - (ଫାରାସୀ - ନାପରବାହ୍)
[ସମ୍ପାଦନା]ନିପରବା (ଦେଖ) - Niparabā (See)