ନିବାଡ଼
Appearance
ବିଶେଷଣ (ଦେଶଜ)
[ସମ୍ପାଦନା]- ମଜବୁତ୍; ଦୃଢ଼
- ଘନ
- ଅତ୍ୟନ୍ତ; ଅତ୍ୟଧିକ
- ନିଶ୍ଚିତ
- ସୁସଜ୍ଜିତ; ରଚିତ
- ସୁସମ୍ପନ୍ନ
- ସୁନ୍ଦର
- ସମାପନ
- ସମାପ୍ତି
- ରଚନା
- ସୁସମ୍ପନ୍ନତାନିବାଡ଼
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ନିବିଡ଼)
[ସମ୍ପାଦନା]- ୧. ମଜ୍ ବୁତ୍;ଦୃଢ — ୧. Strong; firm.
ଆପେ ଆପେ ଗଢ଼ିଣ ହୋଇଛି ନିବିଡ଼— ପ୍ରାଚୀ. ବ୍ରହ୍ମନିରୂପମଗୀତା
- ୨. ଘନ —୨. Thick set.
- ୩. ଅତ୍ୟନ୍ତ; ଅତ୍ୟଧିକ —୩. Excessive; great.
ଅବଲମ୍ୱନ କରି ଗରୁଡ଼ ନୀଡ଼, ଡୁଣ୍ଡୁରରୁ ହେଲେ ଭୟ ନିବାଡ଼ କବିସୂର୍ଯ୍ୟ. କବିତା
- ୪. ନିଶ୍ଚିତ —୪. Ascertained.
- ୫. ସୁସଜ୍ଜିତ; ରଚିତ —୫. Arranged; arrayed; set in order.
ନିବାଡ ହୋଇଛି ମହା ନିତ୍ୟର ମଣ୍ଡଳ—ପ୍ରାଚୀ. ବ୍ରହ୍ମନିରୁପଣ ଗୀତା
- ୬. (ସଂସ୍କୃତ - ନିର୍ବାହିତ) ସୁସମ୍ପନ୍ନ —୬. Complete; thorough (Howells).
- ୭. ସୁନ୍ଦର —୭. Beautiful; graceful.
ଅନୁବାଦ
[ସମ୍ପାଦନା]ବିଶେଷ୍ୟ -
[ସମ୍ପାଦନା]- ୧. ସମାପନ —୧. Completion.
- ୨. ସମାପ୍ତି —୨. Conclusion (Howells).
- ୩. ରଚନା —୩. Composition.
- ୪. ସୁସମ୍ପନ୍ନତା —୪. Thoroughness (Howells).