ନିବାଡ଼

ଉଇକିଅଭିଧାନ‌ରୁ

ବିଶେଷଣ (ଦେଶଜ)[ସମ୍ପାଦନା]

  • ମଜବୁତ୍; ଦୃଢ଼
  • ଘନ
  • ଅତ୍ୟନ୍ତ; ଅତ୍ୟଧିକ
  • ନିଶ୍ଚିତ
  • ସୁସଜ୍ଜିତ; ରଚିତ
  • ସୁସମ୍ପନ୍ନ
  • ସୁନ୍ଦର

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ସମାପନ
  • ସମାପ୍ତି
  • ରଚନା
  • ସୁସମ୍ପନ୍ନତାନିବାଡ଼

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ନିବିଡ଼)[ସମ୍ପାଦନା]

୧. ମଜ୍ ବୁତ୍;ଦୃଢ — ୧. Strong; firm.

ଆପେ ଆପେ ଗଢ଼ିଣ ହୋଇଛି ନିବିଡ଼— ପ୍ରାଚୀ. ବ୍ରହ୍ମନିରୂପମଗୀତା

୨. ଘନ —୨. Thick set.
୩. ଅତ୍ୟନ୍ତ; ଅତ୍ୟଧିକ —୩. Excessive; great.

ଅବଲମ୍ୱନ କରି ଗରୁଡ଼ ନୀଡ଼, ଡୁଣ୍ଡୁରରୁ ହେଲେ ଭୟ ନିବାଡ଼ କବିସୂର୍ଯ୍ୟ. କବିତା

୪. ନିଶ୍ଚିତ —୪. Ascertained.
୫. ସୁସଜ୍ଜିତ; ରଚିତ —୫. Arranged; arrayed; set in order.

ନିବାଡ ହୋଇଛି ମହା ନିତ୍ୟର ମଣ୍ଡଳ—ପ୍ରାଚୀ. ବ୍ରହ୍ମନିରୁପଣ ଗୀତା

୬. (ସଂସ୍କୃତ - ନିର୍ବାହିତ) ସୁସମ୍ପନ୍ନ —୬. Complete; thorough (Howells).
୭. ସୁନ୍ଦର —୭. Beautiful; graceful.

ଅନୁବାଦ[ସମ୍ପାଦନା]

ବିଶେଷ୍ୟ -[ସମ୍ପାଦନା]

୧. ସମାପନ —୧. Completion.
୨. ସମାପ୍ତି —୨. Conclusion (Howells).
୩. ରଚନା —୩. Composition.
୪. ସୁସମ୍ପନ୍ନତା —୪. Thoroughness (Howells).