ନିବାସ

ଉଇକିଅଭିଧାନ‌ରୁ

ନିବାସ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ -(ନି+ବସ୍ ଧାତୁ=ବାସକରିବା+ଅଧିକରଣ. ଅ)

୧. ଗୃହ; ବାସସ୍ଥାନ —୧. House; dwelling place; residence; abode.
୨. ଆଧାର —୨. Receptacle.
୩. (+ଭାବ. ଅ)—ବିଦେଶ ବାସ; ପ୍ରବାସ — ୩. Sojourn.
୪. କୌଣସିସ୍ଥାନରେ ରାତ୍ରି ଯାପନ — ୪. Passing the night (Apte).
୫. ଆଶ୍ରୟ — ୫. Refuge; asylum; support.
୬. କୌଣସିସ୍ଥାନରେ ବାସ କରିବା — ୬. Residing; living.
୭. (ବସ ଧାତୁ=ପିନ୍ଧିବା+କର୍ମ ଅ) ପୋଷାକ; ପରିଚ୍ଛଦ — ୭. Dress; cloth; garment (Apte).
୮. ରାତିରେ ରହିବା ସ୍ଥାନ — ୮. Night quarters (Apte).



ନିବାସ

  • (file)
  • (file)

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (୬ଷ୍ଠୀ ତତ୍; ଶ୍ରୀ= ଲକ୍ଷ୍ମୀ +ନିବାସ=ଗୃହ)[ସମ୍ପାଦନା]

୧. ଲକ୍ଷ୍ମୀଙ୍କର ବାସସ୍ଥାନ; ବୌକୁଣ୍ଠ —୧. The residence of Lakshmī
୨. (ବିଷ୍ଣୁସହସ୍ରନାମୋକ୍ତ) ବିଷ୍ଣୁଙ୍କ ନାମ — ୨. A name of eishṇu.

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -[ସମ୍ପାଦନା]

୧. ଲୋକଙ୍କ ନାମ —୧. A name given to males
୨. ଚୈତନ୍ୟ ଦେବଙ୍କ ସମସାମୟିକ ନବଦ୍ୱୀପର ଜନୈକ ଗୃହୀ ବୈଷ୍ଣବ —୨. Name if a devoted householder; contemporary of Ṡrīch&aline;i̱tanya.

[ଦ୍ରଷ୍ଟବ୍ୟ — ଶ୍ରୀନାବାସନାମଧାରୀ ବହୁପଣ୍ତିତ, ଗ୍ରନ୍ଥକାର, ଭକ୍ତ ଭାରତରେ ଜନ୍ମଗ୍ରହଣ କରିଥିଲେ ବିଶ୍ୱ— କୋଷ ସଂଗ୍ରାହକ ପ୍ରାଚ୍ୟବିଦ୍ୟାମହାର୍ଣ୍ଣନ ନଗେନ୍ଦ୍ରନାଥ ବସ୍ତ୍ର— ଶ୍ରୀନିବାସ ନାମଧାରୀ ୨୬: ଜଣଙ୍କର, ଶ୍ରୀନିବାସ ଆଚାର୍ଯ୍ୟ ନାମଧାରୀ ୨୪: ଜଣଙ୍କର ଓ ଭିନ୍ନ ଭିନ୍ନ ଉପାଧିବିଶିଷ୍ଟ ଶ୍ରୀନିବାସ ନାମଧାରୀ ଅନ୍ୟ ୩୨: ଜଣଙ୍କ ବିଷୟ ଓ ଗ୍ରନ୍ଥମାନ ବର୍ଣ୍ଣନା କରିଅଛନ୍ତି ତନ୍ମଧ୍ୟରୁ ଶ୍ରୀଚୈତନ୍ୟଦେବଙ୍କ ସମସାମାୟିକ ଶ୍ରୀନୀବାସଚାର୍ଯ୍ୟଙ୍କ ବିଷୟରେ ବହୁଲ ତଥ୍ୟବିଶିଷ୍ଟ ବିବରଣ ଲିପିବଦ୍ଧ କରିଅଛନ୍ତି ଶ୍ରୀନିବାସାଚାର୍ଯ୍ୟ ଚୌତନ୍ୟଦେବଙ୍କ ଅପ୍ରକଟ ହେବା ପରେ ନରୋତ୍ତମ ଓ ଶ୍ୟାମନନ୍ଦଙ୍କ ସଙ୍ଗେ ଗୌଡ଼ୀୟ ବୌଷ୍ଣବ ଧର୍ମର ପ୍ରଭାବ ରାଢ଼ ଦେଶରେ ସଂରକ୍ଷଣ ଓ ବିସ୍ତାର କରିଥିଲେ ଏହା ଛଡ଼ା ବୃନ୍ଦାବନ, କଟକ, ପୁରୀ, ଯାଜପୁର, ବଙ୍ଗଦେଶ, ରାଢ଼ (ମେଦିନପୁର) ଆଦି ଭ୍ରମଣ କରି ଏ ନାମକିର୍ତ୍ତନ ଓ ଶାସ୍ତ୍ରବ୍ୟାଖ୍ୟାଦ୍ୱାରା ସହସ୍ର ସହସ୍ର ପାପୀଙ୍କୁ ଗୌରାଙ୍ଗ ପ୍ରେମରେ ଆର୍ଦ୍ର କରିଥିଲେ ଓ ଦସ୍ୟୁରାଜ ବୀର ହମ୍ୱୀର ଏହାଙ୍କ ପ୍ରଭାବରେ ପରମଧାର୍ମିକ ହୋଇ ଥିଲେ ଶ୍ରୀନାବାସ ସାବର୍ଣ୍ଣ ଗୋତ୍ରୀୟ ରାଢ଼ୀୟ ଶୋତ୍ରୀୟ ବ୍ରାହ୍ମଣ ଥିଲେ (ବିଶ୍ୱକୋଷ)]