ନିମଗ୍ନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ବିଶେଷଣ[ସମ୍ପାଦନା]

ନି+ମସ୍ ଜ+କ.ତ[ସମ୍ପାଦନା]

  • ଜଳାଦିରେ ମଗ୍ନ
  • ତନ୍ମୟ
  • ଜଳଦିରେ ବୁଡିଯାଇଥିବା
  • ଏକାଗ୍ରଭାବେ ନିବିଷ୍ଟ
  • କୌଣସି କାର୍ଯ୍ୟରେ କିମ୍ବା ଭାବନାରେ ବୁଡିରହିବା

ଆଧାର[ସମ୍ପାଦନା]

[୧]

  1. ପ୍ରମୋଦ ଅଭିଧାନ,ପୃଷ୍ଠା-୧୪୩୨

ନିମଗ୍ନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ନିମଗ୍ନା—ସ୍ତ୍ରୀ) 

(ନିମଜ୍ଜନ—ବି)

  • (file)

ସଂସ୍କୃତ - ବିଶେଷ୍ୟ - (ନି+ମସଜ୍ ଧାତୁ= ଡୁବିବା+କର୍ତ୍ତୃ. ତ)[ସମ୍ପାଦନା]

୧. ବୁଡ଼ିଯାଇ ଥିବା — ୧. Drowned; sunk; immersed.
୨. ଅନ୍ତଃ ପ୍ରବିଷ୍ଟ —୨. Absorbed in.
୩. ଏକାଗ୍ରଭାବରେ ନିବିଷ୍ଟ; ତନ୍ମୟ (ଚିତ୍ତ;ମନ) — ୩. Devoted to a particular thing.