ନିମନ୍ତେ
ଦେଖଣା
ନିମନ୍ତେ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ନିମନ୍ତେ
|
ଦେଶଜ - ଅ(ସଂସ୍କୃତ - ନିମିତ୍ତଂ)
[ସମ୍ପାଦନା]- ୧. (ଅମୁକ) ଯୋଗୁଁ — ୧. Owing to; on account of; for the sake of.
- ୨. (ଅମୁକ) ପାଇଁ; ଲାଗି —୨. For.
- ୩. (ଅମୁକର) ଉଦ୍ଦେଶ୍ୟରେ —୩. For thye purpose of; with a viewto.