ନିରକ୍ଷାନ୍ତର
ଦେଖଣା
ନିରକ୍ଷାନ୍ତର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଭୂଗୋଳ ପରିଭାଷା, ନିରକ୍ଷ+ଅନ୍ତର)
[ସମ୍ପାଦନା]ବିଷୁବରେଖାଠାରୁ ପୃଥିବୀର କୌଣସି ଗୋଟିଏ ସ୍ଥାନର ଦୂରତ୍ୱ —The latitude of a place.
[ଦ୍ରଷ୍ଟବ୍ୟ —ଏହି ସ୍ଥାନ ବିଷୁବରେଖାର ଉତ୍ତରରେ ହେଲେ ଉତ୍ତର ନିରକ୍ଷାନ୍ତର ଓ ଦକ୍ଷିଣରେ ହେଲେ ଦକ୍ଷିଣ ନିରକ୍ଷାନ୍ତର ପରିଗଣିତ ହୁଏ]