Jump to content

ନିରାହାର

ଉଇକିଅଭିଧାନ‌ରୁ

ନିରାହାର

ଉଚ୍ଚାରଣ

[ସମ୍ପାଦନା]
(ନିରାହାରୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - (ବହୁବ୍ରୀହ; ନିର୍+ଆହାର)

[ସମ୍ପାଦନା]

ଅନାହାରୀ ଉପବାସୀ — Fasting; abstaining from food.


(ନିରାହାରତା—ବି)

ବିଶେଷ୍ୟ -

[ସମ୍ପାଦନା]
୧. ଭୋଦନାଭାବ; ଉପବାସ — ୧. Starvation; fasting; want of food.
୨. ଲଙ୍ଘନ —୨. Abstaning from food.