ନିରିନ୍ଦ୍ରିୟ
ଦେଖଣା
ନିରିନ୍ଦ୍ରିୟ
ଉଚ୍ଚାରଣ
[ସମ୍ପାଦନା](ନିରନ୍ଦ୍ରିୟା—ସ୍ତ୍ରୀ)
(ନିରିନ୍ଦ୍ରିୟତା—ବି)
ସଂସ୍କୃତ - ବିଶେଷଣ - ଫୁ.
[ସମ୍ପାଦନା]- ୧. ଚକ୍ଷୁକର୍ଣ୍ଣାଦି ଇନ୍ଦ୍ରିୟରହିତ — ୧. Devoid of the organs of sense.
- ୨. ନିର୍ବଳ; ଦୁର୍ବଳ — ୨. weak; frail.
- ୩. ବିକଳାଙ୍ଗ —୩. Maimed; multilated.
- ୪. ନପୁଂସକ —୪. Eunoch; neuter impotent; destitute of manly vigour or strength.
- ୫. ବନ୍ଧ୍ୟ —୫. Berren (M.W.)
- ୬. ପ୍ରମାଣିରହିତ — ୬. Without evidence (M.W.)
- ୭. ବ୍ୟକ୍ତିତ୍ୱହୀନ — ୭. Without status or individuality.
[ଦ୍ରଷ୍ଟବ୍ୟ — ଜନ୍ମାନ୍ଧ, ପତିତ, କ୍ଲୀବ, ଜନ୍ମବଧିର, ଉନ୍ନତ୍ତ, ଜଡ଼, ମୂକ ଓ ନିରିନ୍ଦ୍ରିୟ (ବିକଳାଙ୍ଗ ବ୍ୟକ୍ତି) ଏମାନେ ପିତୃଧନରେ ଅଧିକାରୀ ହୋଇ ପାରନ୍ତି ନାହିଁ—ମନୁସଂହିତା ୯ ୨୧: ]