Jump to content

ନିରିନ୍ଦ୍ରିୟ

ଉଇକିଅଭିଧାନ‌ରୁ

ନିରିନ୍ଦ୍ରିୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ନିରନ୍ଦ୍ରିୟା—ସ୍ତ୍ରୀ) 

(ନିରିନ୍ଦ୍ରିୟତା—ବି)

ସଂସ୍କୃତ - ବିଶେଷଣ - ଫୁ.[ସମ୍ପାଦନା]

୧. ଚକ୍ଷୁକର୍ଣ୍ଣାଦି ଇନ୍ଦ୍ରିୟରହିତ — ୧. Devoid of the organs of sense.
୨. ନିର୍ବଳ; ଦୁର୍ବଳ — ୨. weak; frail.
୩. ବିକଳାଙ୍ଗ —୩. Maimed; multilated.
୪. ନପୁଂସକ —୪. Eunoch; neuter impotent; destitute of manly vigour or strength.
୫. ବନ୍ଧ୍ୟ —୫. Berren (M.W.)
୬. ପ୍ରମାଣିରହିତ — ୬. Without evidence (M.W.)
୭. ବ୍ୟକ୍ତିତ୍ୱହୀନ — ୭. Without status or individuality.

[ଦ୍ରଷ୍ଟବ୍ୟ — ଜନ୍ମାନ୍ଧ, ପତିତ, କ୍ଲୀବ, ଜନ୍ମବଧିର, ଉନ୍ନତ୍ତ, ଜଡ଼, ମୂକ ଓ ନିରିନ୍ଦ୍ରିୟ (ବିକଳାଙ୍ଗ ବ୍ୟକ୍ତି) ଏମାନେ ପିତୃଧନରେ ଅଧିକାରୀ ହୋଇ ପାରନ୍ତି ନାହିଁ—ମନୁସଂହିତା ୯ ୨୧: ]