ନିରିମଳା

ଉଇକିଅଭିଧାନ‌ରୁ

ନିରିମଳା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

କତକ ଫଳ; ଜଳ ପରିଷ୍କାରକ ଫଳବିଶେଷ — Strychnos Potatorun; the clearing nut.

[ଦ୍ରଷ୍ଟବ୍ୟ —ଏହି ଫଳ କୋଚିଲା ପରି ବିହାର, ଓଡ଼ିଶା. ମଧ୍ୟ ଓ ପଶ୍ଚିମ ଭାରତର ଅରଣ୍ୟରେ ଜନ୍ମେ ଏହାର ଫଳ ୘ୃଷ୍ଣବର୍ଣ୍ଣ, ମଞ୍ଜି ଗୋଲ ଓ ଚେପା ଓ କୋଚିଲା ମଞ୍ଜିଠାରୁ ସାନ ଏହି ମଞ୍ଜିକୁ ଘୋରି ଗୋଳିଆ ପାଣିରେ ପକାଇଲେ, ପାଣିରେ ଥିବା କାଦୁଅ ପାତ୍ରର ତଳକୁ ବସିଯାଏ; ତେଣୁ ପାଣି ସ୍ୱଚ୍ଛ ହୁଏ ବୈଦ୍ୟକମରେ ଏହା ଚକ୍ଷୁର ହିତକର, ବାତଘ୍ନ, କଫନାଶକ, ମଧୁରକଷାୟରସ ଓ ଗୁରୁ]