Jump to content

ନିରୀଶ

ଉଇକିଅଭିଧାନ‌ରୁ

ନିରୀଶ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ନିର୍=ନିର୍ଗତ ହୋଇଅଛି + ଈଶା= ଲଙ୍ଗଳଦଣ୍ଡ ଯହିଁରୁ)

[ସମ୍ପାଦନା]

ଲଙ୍ଗଳମୁଣ୍ଡା — The body of a plough without the pole or shaft (M.W.)

ବିଶେଷ୍ୟ - ଓବିଶେଷଣ - (ନିର୍+ଈଶ)

[ସମ୍ପାଦନା]

ନିରୀଶ୍ୱର (ଦେଖ) - Nirīsara (See)