Jump to content

ନିରୁପେକ୍ଷ

ଉଇକିଅଭିଧାନ‌ରୁ

ନିରୁପେକ୍ଷ

ଉଚ୍ଚାରଣ

[ସମ୍ପାଦନା]
(ନିରୁପେକ୍ଷା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ନର୍+ଉପେକ୍ଷା)

[ସମ୍ପାଦନା]
୧. ଉପେକ୍ଷାଶୂନ୍ୟ — ୧. Free from indifference.
୨. ସାଧୁ —୨. Honest; righteous.