ନିର୍ଜ୍ଜନ
ଦେଖଣା
ନିର୍ଜ୍ଜନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍+ଜନ)
[ସମ୍ପାଦନା]- ୧. ଜନହୀନ; ନିଭୃତ — ୧. Lonely; deserted; desolate.
- ୨. ଏକାକୀ —୨. Solitary.
- ୩. ବିଜନ —୩. Uninhabited.
ବିଶେଷ୍ୟ -
[ସମ୍ପାଦନା]ବିଜନସ୍ଥାନ —Lonely place; solitude; wilderness.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]ନିସ୍ତବ୍ଧ —Silent.
(ଯଥା—ନିର୍ଜନ ରାତି)