ନିର୍ଜ୍ଜନ

ଉଇକିଅଭିଧାନ‌ରୁ

ନିର୍ଜ୍ଜନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍+ଜନ)[ସମ୍ପାଦନା]

୧. ଜନହୀନ; ନିଭୃତ — ୧. Lonely; deserted; desolate.
୨. ଏକାକୀ —୨. Solitary.
୩. ବିଜନ —୩. Uninhabited.

ବିଶେଷ୍ୟ -[ସମ୍ପାଦନା]

ବିଜନସ୍ଥାନ —Lonely place; solitude; wilderness.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

ନିସ୍ତବ୍ଧ —Silent.

(ଯଥା—ନିର୍ଜନ ରାତି)