ନିର୍ବାଚନ

ଉଇକିଅଭିଧାନ‌ରୁ

ନିର୍ବାଚନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ନିର୍+ବଚ୍ ଧାତୁ ଣିଚ୍ ବାଚି ଧାତୁ= ବୋଲାଇବା+ଭାବ. ଅନ)[ସମ୍ପାଦନା]

୧. ନିର୍ଦ୍ଦାରଣ; ସ୍ଥିରୀକରଣ —୧. Determination.
୨. ଅନେକଙ୍କ ମଧ୍ୟରୁ ବାଛି ବାହାର କରିବା — ୨. Selection from amongst many; picking ourt; choice; election.