ନିର୍ବିକଳ୍ପ ସମାଧି
ଦେଖଣା
ନିର୍ବିକଳ୍ପ ସମାଧି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଯୋଗସାଧନାର ଆବସ୍ଥା ବିଶେଷ; ଜୀବାତ୍ମା ପରମାତ୍ମାରେ ପୂର୍ଣ୍ଣଭାବାରେ ଲୀନ ହେବାର ଅବସ୍ଥା —total absorption of the soul into the Divine Spisit; absolute identification of the human soul wirh God (i.e. When man in God is one with God in man -Tennyson.
[ ଦ୍ର—ଯୋଗସାଧକର ଏହି ଅବସ୍ଥା ଉପସ୍ଥିତ ହେଲେ ସେ ସଚ୍ଚିଦାନନ୍ଦ ବ୍ରହ୍ମର ଅତିରିକ୍ତ ଅନ୍ୟ କୌଣସି ସତ୍ତା ଅନୁଭବ କରେ ନାହିଁ ଓ ନିର୍ବାଣ ଲାଭକରେ ]