Jump to content

ନିର୍ବ୍ୟୂଢ଼

ଉଇକିଅଭିଧାନ‌ରୁ

ନିର୍ବ୍ୟୂଢ଼

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ନିର୍+ବି+ବହ୍ ଧାତୁ+କର୍ମ. ତ)

[ସମ୍ପାଦନା]
୧. ନିର୍ଣ୍ଣୀତ —୧. Ascertained.
୨. ପ୍ରମାଣିତ —୨. Demonstrated; proved.
୩. ପରିତ୍ୟକ୍ତ — ୩. Abandoned; deserted.
୪. ସମାପ୍ତ —୪. Ended; finished.
୫. ପର୍ଯ୍ୟାପ୍ତ —୫. Sufficiant.
୬. ସମ୍ୟକ୍; ପୂର୍ଣ୍ଣ —୬. All; whole; entire; absolute.