ନିର୍ଭା କରିବା

ଉଇକିଅଭିଧାନ‌ରୁ

ନିର୍ଭା କରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ନିର୍ବାହ)[ସମ୍ପାଦନା]

୧. ନିଷ୍ପନ୍ନ କରିବା — ୧. To accomplish.

ଯେଇଁ ପ୍ରକାରେ ତୋତେ ହୋଇବି ବିଭା ନିଶ୍ଚେ କହୁଅଛି ମୁଁ କରିବି ନିର୍ଭା—ପ୍ରାଚୀ. ନିଳଚରିତ

୨. ଚଳାଇବା; ପରିଚାଳନା କରିବା — ୨. To manage; to carry on.

ତାହାକୁଟି ଦେବତା ହୋଇଣ ପ୍ରସନ୍ନ ଦିଅନ୍ତି ନିର୍ଭା କରି ସବୁ କାର୍ଯ୍ୟ କରି ସବୁ କାର୍ଯ୍ୟମାନ—କୃଷ୍ଣସିଂହ. ମହାଭାରତ. ଉଦ୍ଯୋଗ

୩. ନିର୍ମାଣ କରିବା —୩. To build.

ଶିଳ୍ପିଏ ଦେବତାମାନଙ୍କ ଘର ପରି ଦେଲେ ଯାଗଶାଳା ନିର୍ଭା କରି—କୃଷ୍ଣସିଂହ. ମହାଭାରତ ସଭା