ନିର୍ଭା କରିବା
ଦେଖଣା
ନିର୍ଭା କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନିର୍ଭା କରିବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ନିର୍ବାହ)
[ସମ୍ପାଦନା]- ୧. ନିଷ୍ପନ୍ନ କରିବା — ୧. To accomplish.
ଯେଇଁ ପ୍ରକାରେ ତୋତେ ହୋଇବି ବିଭା ନିଶ୍ଚେ କହୁଅଛି ମୁଁ କରିବି ନିର୍ଭା—ପ୍ରାଚୀ. ନିଳଚରିତ
- ୨. ଚଳାଇବା; ପରିଚାଳନା କରିବା — ୨. To manage; to carry on.
ତାହାକୁଟି ଦେବତା ହୋଇଣ ପ୍ରସନ୍ନ ଦିଅନ୍ତି ନିର୍ଭା କରି ସବୁ କାର୍ଯ୍ୟ କରି ସବୁ କାର୍ଯ୍ୟମାନ—କୃଷ୍ଣସିଂହ. ମହାଭାରତ. ଉଦ୍ଯୋଗ
- ୩. ନିର୍ମାଣ କରିବା —୩. To build.
ଶିଳ୍ପିଏ ଦେବତାମାନଙ୍କ ଘର ପରି ଦେଲେ ଯାଗଶାଳା ନିର୍ଭା କରି—କୃଷ୍ଣସିଂହ. ମହାଭାରତ ସଭା