ନିର୍ମଳ ଝର
ଦେଖଣା
ନିର୍ମଳ ଝର
ଉଚ୍ଚାରଣ
[ସମ୍ପାଦନା](ନିର୍ମଳା ନିର୍ଝର—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଖଲ୍ଲିକୋଟ ରାଜଧାନୀର ନିକଟବର୍ତ୍ତୀ ପାର୍ବତ୍ୟ ଝରଣାବିଶେଷ —Name of a mountain- spring near Khallikota in Ganjam.
ଖଲ୍ଲୀକୋଟ ଯହିଁ ଲୋଟ ମଲ୍ଲମାନେ, ନିର୍ମଳା ନିର୍ଝର ନୀରମୃତ ପାନେ ରାଧାନାଥ. ନନ୍ଦିକେଶ୍ୱରୀ
[ଦ୍ରଷ୍ଟବ୍ୟ —ଏହା ପର୍ବତରୁ ବାହାରି କିଛି ଦୂର ବହି ଅଦୃଶ୍ୟ ହୋଇ ନିମ୍ନ ଦେଶକୁ ଗତି କରୁଅଛି ଖଲ୍ଲିକୋଟର ଭୂତପୂର୍ବ ରାଜା ଏଠାରେ ଗୋଟିଏ ନହର ତୋଳାଇଥିଲେ ଝରି ପାଣି ନହରର ସବୁ ଘର ବାଟେ କୃତ୍ତିମ ନାଳଦ୍ୱାର ଯାଇ ଆବଶ୍ୟକ ସ୍ଥାନମାନଙ୍କରେ ପାଣି ଯୋଗାଉଥିଲା]