Jump to content

ନିର୍ମୂଳୀ ଲତା

ଉଇକିଅଭିଧାନ‌ରୁ

ନିର୍ମୂଳୀ ଲତା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପରାଙ୍ଗପୁଷ୍ଟ ଲତାବିଶେଷ; ଗଛ ଉପରେ ମାଡ଼ି ଥିବା ମୂଳହୀନ ଲତାବିଶେଷ; ଆକାଶ ବଲ୍ଲୀ — A sort of parasite creeper; Cuscuta Reflexa.

[ଦ୍ରଷ୍ଟବ୍ୟ —ଏହା ସରୁ ହଳଦିଆ ଡେମ୍ଫ— ବିଶିଷ୍ଟ ଏକପ୍ରକାର ଲତା ଏହାର ପତ୍ର ନାହିଁ ଏହା ବିନାଚେରରେ ଗଛ ଉପରେ ମାଡ଼େ ଏହା ଧାରକ, ତିକ୍ତ କଷାୟ ରସ, ପିଚ୍ଛିଳ, ନେତ୍ରରୋଗଘ୍ନ, ଅଗ୍ନିବର୍ଦ୍ଧକ ଓ ପିତ୍ତକଫ ଓ ଆମନାଶକ]