ନିର୍ଲୋଭ

ଉଇକିଅଭିଧାନ‌ରୁ

ନିର୍ଲୋଭ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ନିର୍ଲୋଭା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ନିର୍+ଲୋଭ)[ସମ୍ପାଦନା]

୧. ଲୋଭ ଶୂନ୍ୟ —୧. Uncovetuous; free from covetuousness or avarice.
୨. ସନ୍ତୁଷ୍ଟ —୨. Contented.

ବିଶେଷ୍ୟ -[ସମ୍ପାଦନା]

ସନ୍ତୋଷ; ତୁଷ୍ଟି —Contentment.