Jump to content

ନିଲାମ କାଏମ

ଉଇକିଅଭିଧାନ‌ରୁ

ନିଲାମ କାଏମ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (କଚରିଆ) (ଆରବୀ - ନିଲାମ୍+ଫାରାସୀ - କାଏମ୍)

[ସମ୍ପାଦନା]

ନିଲାମ ହୋଇଥିବା ସମ୍ପତ୍ତିର ନିଲାମ ଡାକ ହେବା ପରେ ନିଲାମ ଖରିଦଦାର୍ ନିର୍ଦ୍ଧାରିତ ଜରସମନ ଦାଖଲ କଲେ ଓ ଦେଣଦାର ନିର୍ଦ୍ଧାରିତ ସମୟ ମଧ୍ୟରେ ଟଙ୍କା ଦାଖଲ ନ କଲେ ବା ନିଲାମ

ବିରୁଦ୍ଧରେ କୌଣସି ଆପତ୍ତି ଦାଏର ହୋଇ ତାହା ବିଚାର ହେବା ପରେ ଆପତ୍ତ ନାମଞ୍ଜୁର ହେଲେ ନିଲାମ ଖରିଦଦାର ଉକ୍ତ ସମ୍ପତ୍ତିର ନ୍ୟାଯ୍ୟ ମାଲିକ ହେବା ବିଷୟ ଅଦାଲତଙ୍କଦ୍ୱାରା ସିନ୍ଧାନ୍ତ ହେବା — Confirmation of an auction sale.