ନିଲାମ କୋରଖି

ଉଇକିଅଭିଧାନ‌ରୁ

ନିଲାମ କୋରଖି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (କଚରିଆ) (ଆରବୀ - ନିଲାମ୍ ଓ ତୁର୍କୀ. କୁର୍କ)[ସମ୍ପାଦନା]

କୌଣସି ସମ୍ପତ୍ତି ନିଲାମଦ୍ୱାରା ବିକ୍ରି ହେବ ଓ ନିଲାମ ପୂର୍ବରୁ ତାହା ଅନ୍ୟ କେହି ବ୍ୟକ୍ତି ଖରିଦ କରିବେ ନାହିଁ ବୋଲି ସର୍ବ— ସାଧରଣଙ୍କୁ ଜଣାଇ ଦେବା — Attachment of a property pending its auction sale.