ନିଲାମ ଖରିଦି
ଦେଖଣା
ନିଲାମ ଖରିଦି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ନିଲାମ ଖରିଦି
|
(ନିଲାମ ଖରିଦ—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (କଚରିଆ) (ଆରବୀ - ନିଲାମ ଓ ଫାରାସୀ - ଖରୀଦ୍)
[ସମ୍ପାଦନା]କୌଣସି ସମ୍ପତ୍ତିକୁ ନିଲାମ ରୀତିରେ କିଣିବା — Auction-purchase.
ବିଶେଷଣ -
[ସମ୍ପାଦନା]ନିଲାମ ରୀତିରେ କିଣା ଯାଇଥିବା (ସମ୍ପତ୍ତି) —Purchased at auction.