ନିଶାଣି ପରେଟ୍
ଦେଖଣା
ନିଶାଣି ପରେଟ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନିଶାଣି ପରେଟ୍
|
=== ବୈଦେଶିକ - ବିଶେଷ୍ୟ - (କଚିରିଆ; ଆରବୀ - ନିଶାନ+ଇଂରାଜୀ - ପାରେଡ଼୍)
ବହୁ ଲୋକଙ୍କ ମଧ୍ୟରେ ଅପରାଧୀକୁ ସାକ୍ଷୀ ଚିହ୍ନିବାର ପ୍ରମାଣାର୍ଥ କରାଯିବା ସମ୍ମିଳନ — Identification parade.