Jump to content

ନିଶାତଳ

ଉଇକିଅଭିଧାନ‌ରୁ

ନିଶାତଳ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ପ୍ରାଦେଶିକ - (ପୁରୀ) ବିଶେଷ୍ୟ -

[ସମ୍ପାଦନା]

ପୁରୀ ବଡ଼ ଦେଉଳର ପଶ୍ଚିମକୁ ଲାଗି— ଥିବା ନିଶା ଦେଉଳର ତଳ; ପୁରୀ ବଡ଼ଦେଉଳର ପଶ୍ଚିମ ପଟରେ ଥିବା ଗଣେଶ ମୂର୍ତ୍ତିଙ୍କ ସମୁଖସ୍ଥ ଖୋଲା ଯାଗା —The open space in front of the idol Gaṇeṡa on the back of the Jagannath temple at Puri.