ନିଶ୍ଚିତ

ଉଇକିଅଭିଧାନ‌ରୁ

ନିଶ୍ଚିତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ନିଶ୍ଚିତି—ବି)

  • (file)
  • (file)

ସଂସ୍କୃତ - ବିଶେଷଣ - (ନିର+ଚି ଧାତୁ=ଗମନ କରିବା+କର୍ମ. ତ)[ସମ୍ପାଦନା]

୧. ସ୍ଥିରୀକୃତ; ନିର୍ଣ୍ଣୀତ — ୧. Ascertained; settled.
୨. ମୀମାଂସିତ — ୨. Decided; determined.
୩. ନିଃସନ୍ଦେହ —୩. Sure; certain; undoubted.
୪. ପରିଜ୍ଞାତ —୪. Known.
୫. (+କର୍ତ୍ତୃ. ତ)—ନିଶ୍ଚିୟବାନ୍ — ୫. Having firm conviction.

କ୍ରି.ବିଶେଷଣ -[ସମ୍ପାଦନା]

ନିଃସନ୍ଦେହରୂପେ; ନିଶ୍ଚେଁ — Certainly; surely; decidedly.