Jump to content

ନିଶ୍ଚେ

ଉଇକିଅଭିଧାନ‌ରୁ

ନିଶ୍ଚେ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ନିଶ୍ଚେଁ, ନିଶ୍ଚେଇଁ—ଅନ୍ୟରୂପ)

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. ବିଣ—(ସଂସ୍କୃତ - ନିଶ୍ଚୟେଣ)[ସମ୍ପାଦନା]

୧. ନିଶ୍ଚୟରେ; ଅବଶ୍ୟ; ମୁକର — ୧. Certainly; surely; without fail.

ପରଠାରେ ନିଶ୍ଚେ ସେ ହୁଏ ଲଜ୍ଜିତ—ରାଧାନାଧ. ମେଘଦୂତ

୨. ନିଃସନ୍ଦେହରେ —୨. Undoubtedly.