ନିଶ୍ଚେ
ଦେଖଣା
ନିଶ୍ଚେ
ଉଚ୍ଚାରଣ
[ସମ୍ପାଦନା](ନିଶ୍ଚେଁ, ନିଶ୍ଚେଇଁ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ନିଶ୍ଚେ
|
ଦେଶଜ - କ୍ରି. ବିଣ—(ସଂସ୍କୃତ - ନିଶ୍ଚୟେଣ)
[ସମ୍ପାଦନା]- ୧. ନିଶ୍ଚୟରେ; ଅବଶ୍ୟ; ମୁକର — ୧. Certainly; surely; without fail.
ପରଠାରେ ନିଶ୍ଚେ ସେ ହୁଏ ଲଜ୍ଜିତ—ରାଧାନାଧ. ମେଘଦୂତ
- ୨. ନିଃସନ୍ଦେହରେ —୨. Undoubtedly.