ନିଷ୍କୃତି
ଦେଖଣା
ନିଷ୍କୃତି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ନିର୍+ କୃତି)
[ସମ୍ପାଦନା]- ୧. ନିର୍ମୁକ୍ତି; ନିସ୍ତାର; ପରିତ୍ରାଣ — ୧. Acquittance; salvation.
- ୨. ଉଦ୍ଧାର; ମୁକ୍ତି; ଅବ୍ୟାହିତ — ୨. Liberation; deliverance; relief.
- ୩. ପରିତ୍ରାଣୋପାୟ —୩. Means of deliverance.
- ୪. କ୍ଷମା; ମାର୍ଜନା —୪. Excuse; pardon.
- ୫. ମୋଚନ; ରିୟାତି — ୫. Discharge; clearance; remission.
- ୬. ଆକୃତି —୬. Undoing.
- ୭. ଉପେକ୍ଷା —୭. Neglect.
- ୮. କ୍ଷତି ପୂରଣ —୮. Compensation.
- ୯. ପୂର୍ବାବସ୍ଥାରେ ଉପସ୍ଥାନ —୯. Restitution; restoration to the status quo ante.
- ୧. ଋଣ ପରିଶୋଧ —୧୦. Discharge of a debt or obligation; acquittance.
- ୧୧. ଉପକାରାଦିର ପ୍ରତିଶୋଧ; ପ୍ରତ୍ୟୁପକାର — ୧୧. Return of kindness or benefit received.
- ୧୨. ପ୍ରାୟଶ୍ଚିତ୍ତ —୧୨. Expiation.