Jump to content

ନିଷ୍କୃତି

ଉଇକିଅଭିଧାନ‌ରୁ

ନିଷ୍କୃତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ନିର୍+ କୃତି)[ସମ୍ପାଦନା]

୧. ନିର୍ମୁକ୍ତି; ନିସ୍ତାର; ପରିତ୍ରାଣ — ୧. Acquittance; salvation.
୨. ଉଦ୍ଧାର; ମୁକ୍ତି; ଅବ୍ୟାହିତ — ୨. Liberation; deliverance; relief.
୩. ପରିତ୍ରାଣୋପାୟ —୩. Means of deliverance.
୪. କ୍ଷମା; ମାର୍ଜନା —୪. Excuse; pardon.
୫. ମୋଚନ; ରିୟାତି — ୫. Discharge; clearance; remission.
୬. ଆକୃତି —୬. Undoing.
୭. ଉପେକ୍ଷା —୭. Neglect.
୮. କ୍ଷତି ପୂରଣ —୮. Compensation.
୯. ପୂର୍ବାବସ୍ଥାରେ ଉପସ୍ଥାନ —୯. Restitution; restoration to the status quo ante.
୧. ଋଣ ପରିଶୋଧ —୧୦. Discharge of a debt or obligation; acquittance.
୧୧. ଉପକାରାଦିର ପ୍ରତିଶୋଧ; ପ୍ରତ୍ୟୁପକାର — ୧୧. Return of kindness or benefit received.
୧୨. ପ୍ରାୟଶ୍ଚିତ୍ତ —୧୨. Expiation.